अब मुक्त करने के लिए अपने स्मार्टफोन पर महा लक्ष्मी पुराण पढ़ें। यह भी 100% ऑफ़लाइन है, तो इंटरनेट के बिना यह wii काम है। अब हमारे Odia लक्ष्मी पुराण एप्लिकेशन इंस्टॉल करें।
विशेषताएं :
> 100% ऑफ़लाइन
> पूरा लक्ष्मी पुराण - ओड़िया भाषा में
> पूरा लक्ष्मी पुराण - अंग्रेजी भाषा में
> श्री Mahalakshmistokam
> महालक्ष्मी के Staba और स्तुति
> 108 महा लक्ष्मी के नाम
> Asta लक्ष्मी Strotam
> मां लक्ष्मी Jhoti और चीता - ଝୋଟି ଓ ଚିତା
इतिहास
*******
ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ। ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ। ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ। ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ। ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ। ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ। ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତରରେ ପରାଶର ଋଷି ନାରଦଙ୍କୁ ଲକ୍ଷ୍ମୀ ପୂଜାର ମାହାତ୍ମ୍ୟ ବୁଝାଇଛନ୍ତି।
ଏହା ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ। ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ।
अब स्थापित करें और अपने परिवार और दोस्तों के साथ साझा करें। कृपया अपनी प्रतिक्रिया हमारे साथ साझा करने के लिए मत भूलना।
Complete feature..